Prasanna Purushottam Dev Degree College Recruitment 2026: Guest Faculty Vacancy

Prasanna Purushottam Dev Degree College Guest Faculty Recruitment 2026

ପ୍ରସନ୍ନ ପୁରୁଷୋତ୍ତମ ଦେବ ଡିଗ୍ରୀ ମହାବିଦ୍ୟାଳୟ, ତିଗିରିଆ, କଟକ ଅବସରପ୍ରାପ୍ତ ଅତିଥି ଅଧ୍ୟାପକ ନିଯୁକ୍ତି ଶିକ୍ଷାବର୍ଷ 2026-27

ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ବାରା ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଗୁଡିକରେ ଅବସରପ୍ରାପ୍ତ ଅତିଥି ଅଧ୍ୟାପକ ନିଯୁକ୍ତି ନିମନ୍ତେ ଜାରି ହୋଇଥିବା ମାର୍ଗଦର୍ଶିକା ଅନୁଯାୟୀ, ଏହି ମହାବିଦ୍ୟାଳୟରେ ସମ୍ପୂର୍ଣ୍ଣ ଚୁକ୍ତିଭିତ୍ତିକ ଭାବେ ଅତିଥି ଅଧ୍ୟାପକ ନିଯୁକ୍ତି ନିମନ୍ତେ ୟୋଗ୍ୟ ଅବସରପ୍ରାପ୍ତ ଶିକ୍ଷକମାନଙ୍କ ଠାରୁ କେବଳ HIMS ପୋର୍ଟାଲରେ (https://hims.odisha.gov.in) online ମାଧ୍ୟମରେ ଆବେଦନ ଆହ୍ବାନ କରାଯାଉଛି । ଅନ୍ୟଥା ଆବେଦନ ଗ୍ରହଣ କରାଯିବ ନାହିଁ ।

ଆବେଦନର ସମୟ ସୀମା

18.09.2026 ରିଖରୁ 26.09.2026 ରିଖ ପର୍ଯ୍ୟନ୍ତ

ବିଷୟ ଓ ପଦ ସଂଖ୍ୟା

ଇତିହାସ- 01, ରାଜନୀତିବିଜ୍ଞାନ- 01, ଅର୍ଥଶାସ୍ତ୍ର-01, ତର୍କ ଓ ଦର୍ଶନ ଶାସ୍ତ୍ର-01, ଓଡ଼ିଆ-02, ପଦାର୍ଥବିଜ୍ଞାନ-01, ଉଦ୍ଭିଦବିଜ୍ଞାନ-01, ପ୍ରାଣୀବିଜ୍ଞାନ-01

Notification

Leave a Comment

Your email address will not be published. Required fields are marked *

Scroll to Top