Narsinghpur Degree College Guest Faculty Recruitment 2026 – Apply Online
Narsinghpur Degree College Guest Faculty Recruitment 2026: Narsinghpur Degree College (Private Aided College-488), located at Narsinghpur, District: Cuttack, Odisha, affiliated with Utkal University, has published an advertisement for the recruitment of Retired Guest Lecturers for the academic year 2026–2027.
ନରସିଂହପୁର ଡିଗ୍ରୀ କଲେଜ (ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ-୪୮୮), ଠିକଣା: ନରସିଂହପୁର, ଜିଲ୍ଲା: କଟକ, ଓଡ଼ିଶା / ଉତ୍କଳ ବିଶ୍ଵବିଦ୍ୟାଳୟ ସହ ସଂଯୋଜିତ ତରଫରୁ ଅବସରପ୍ରାପ୍ତ ଅତିଥି ଅଧ୍ୟାପକ ନିଯୁକ୍ତି ନିମନ୍ତେ ବିଜ୍ଞାପନ (ଶିକ୍ଷାବର୍ଷ ୨୦୨୬-୨୦୨୭) ପ୍ରକାଶ ପାଇଛି।
Vacancy Details (ଶୂନ୍ୟପଦ ବିବରଣୀ)
- ଓଡ଼ିଆ: ୧
- ଇତିହାସ: ୧
- ଉଦ୍ଭିଦ ବିଜ୍ଞାନ: ୨ (ଅର୍ଥନୀତି/ଉଦ୍ଭିଦ: ୨)
- ବାଣିଜ୍ୟ: ୨
- ରାଜନୀତି ବିଜ୍ଞାନ: ୧
- ଶିକ୍ଷା: ୨
Eligibility Criteria (ଯୋଗ୍ୟତା ମାପଦଣ୍ଡ)
ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକରେ ଅବସରପ୍ରାପ୍ତ ଅତିଥି ଅଧ୍ୟାପକ ନିଯୁକ୍ତି ପାଇଁ ଜାରି ହୋଇଥିବା ମାର୍ଗଦର୍ଶିକା ଅନୁଯାୟୀ ଯୋଗ୍ୟ ଅବସରପ୍ରାପ୍ତ ଶିକ୍ଷକମାନେ ଆବେଦନ କରିପାରିବେ। ବିସ୍ତୃତ ଯୋଗ୍ୟତା ପାଇଁ ପ୍ରାର୍ଥୀମାନେ HIMS ପୋର୍ଟାଲରେ ଉପଲବ୍ଧ ଉଚ୍ଚ ଶିକ୍ଷା ବିଭାଗର ମାର୍ଗଦର୍ଶିକା ଦେଖନ୍ତୁ।
Job location (କାର୍ଯ୍ୟସ୍ଥାନ)
ନରସିଂହପୁର ଡିଗ୍ରୀ କଲେଜ, ନରସିଂହପୁର, ଜିଲ୍ଲା: କଟକ, ଓଡ଼ିଶା।
ଆବେଦନକରିବାର ପ୍ରଣାଳୀ (How to Apply) for Narsinghpur Degree College Guest Faculty Recruitment
କେବଳ HIMS ପୋର୍ଟାଲ ମାଧ୍ୟମରେ ଅନଲାଇନରେ ଆବେଦନ ଆହ୍ବାନ କରାଯାଇଛି।
ଗୁରୁତ୍ୱପୂର୍ଣ୍ଣତାରିଖ (Important Dates)
- ଅନଲାଇନ୍ ଆବେଦନ ଆରମ୍ଭ ତାରିଖ: ୦୨.୦୯.୨୦୨୬
- ଆବେଦନର ଶେଷ ତାରିଖ: ୧୫.୦୯.୨୦୨୬ (ସାଞ୍ଜ ୫ ଘଟିକା)
- ଆବେଦନ ଯାଞ୍ଚ ଓ ଆଲୋଚନା ତାରିଖ: ୨୦.୦୯.୨୦୨୬
ଆବଶ୍ୟକୀୟଦଲିଲପତ୍ର (Required Documents)
ଅନଲାଇନ୍ ଆବେଦନ ପାଇଁ ଆବଶ୍ୟକୀୟ ଦଲିଲପତ୍ର ଏବଂ ଅନ୍ୟାନ୍ୟ ସର୍ତ୍ତାବଳୀ ପାଇଁ HIMS ପୋର୍ଟାଲରେ ଉପଲବ୍ଧ ଉଚ୍ଚ ଶିକ୍ଷା ବିଭାଗର ମାର୍ଗଦର୍ଶିକା ଦେଖନ୍ତୁ।
ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ (Important instructions)
- ହାତରେ, ଡାକ ଯୋଗେ ବା ଇ-ମେଲ୍ ଯୋଗେ ଦାଖଲ ଆବେଦନ ଗ୍ରହଣ କରାଯିବ ନାହିଁ।
- ଅସମ୍ପୂର୍ଣ୍ଣ ଆବେଦନ ଓ ଶେଷ ତାରିଖ ପରେ ପ୍ରାପ୍ତ ଆବେଦନ ନାକଚ କରାଯିବ।
- କୌଣସି TA/DA ଦିଆଯିବ ନାହିଁ।
- ସୁପାରିଶ ବା ପ୍ରଭାବ ପ୍ରୟୋଗ କଲେ ପ୍ରାର୍ଥୀତ୍ବ ବାତିଲ ହେବ।
- ସମ୍ପୂର୍ଣ୍ଣ ଚୁକ୍ତିଭିତ୍ତିକ ଭାବେ ଅତିଥି ଅଧ୍ୟାପକ ନିଯୁକ୍ତି ଦିଆଯିବ।
ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ (Important Links)
- Online Application / HIMS Portal: HIMS Portal (ଉଚ୍ଚ ଶିକ୍ଷା ବିଭାଗ)
- Download Notification
