Karanjia Auto College Guest Faculty Recruitment 2026: Apply Online for 15 Posts
କରଞ୍ଜିଆ ଅଟୋ କଲେଜରେ ଅତିଥି ଅଧ୍ୟାପକ (ଗେଷ୍ଟ ଫ୍ୟାକଲ୍ଟି) ନିଯୁକ୍ତି ୨୦୨୬: ୧୫ଟି ପଦବୀ ପାଇଁ ଅନଲାଇନ୍ ଆବେଦନ କରନ୍ତୁ।
Karanjia Auto College Guest Faculty Recruitment 2026: In accordance with the guidelines issued by the Department of Higher Education, Government of Odisha, for the engagement of retired guest faculty in non-government aided colleges across the state, online applications are invited via the HIMS portal only from eligible retired teachers for guest faculty positions at this college on a purely contractual basis.
ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ବାରା ରାଜ୍ୟର ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକରେ ଅବସରପ୍ରାପ୍ତ ଅତିଥି ଅଧ୍ୟାପକ ନିଯୁକ୍ତି ପାଇଁ ଜାରି ହୋଇଥିବା ମାର୍ଗଦର୍ଶିକା ଅନୁଯାୟୀ, ଏହି ମହାବିଦ୍ୟାଳୟରେ ସମ୍ପୂର୍ଣ ଚୁକ୍ତିଭିତ୍ତିକ ଭାବେ ଅତିଥି ଅଧ୍ୟାପକ ନିଯୁକ୍ତି ନିମନ୍ତେ ଯୋଗ୍ୟ ଅବସରପ୍ରାପ୍ତ ଶିକ୍ଷକମାନଙ୍କଠାରୁ କେବଳ HIMS ପୋର୍ଟାଲ ମାଧ୍ୟମରେ ଅନ୍ଲାଇନ୍ରେ ଆବେଦନ ଆହ୍ୱାନ କରାଯାଉଛି ।
Karanjia Auto College Vacancy Details (ଶୂନ୍ୟପଦ ବିବରଣୀ)
| କ୍ରମିକ ସଂଖ୍ୟା | ବିଷୟ (Subject) | ପଦ ସଂଖ୍ୟା (No. of Posts) | ଶ୍ରେଣୀ (Category) |
| ୧ | ଉଦ୍ଭିଦ ବିଜ୍ଞାନ (Botany) | ୦୧ | ୪୮୮ |
| ୨ | ରସାୟନ ବିଜ୍ଞାନ (Chemistry) | ୦୩ | ୪୮୮ |
| ୩ | ବାଣିଜ୍ୟ (Commerce) | ୦୧ | ୪୮୮ |
| ୪ | ଇଂରାଜୀ (English) | ୦୧ | ୪୮୮ |
| ୫ | ଇତିହାସ (History) | ୦୨ | ୪୮୮ |
| ୬ | ତର୍କଶାସ୍ତ୍ର ଓ ଦର୍ଶନ (Logic and Philosophy) | ୦୧ | ୪୮୮ |
| ୭ | ଗଣିତ (Mathematics) | ୦୨ | ୪୮୮ |
| ୮ | ପଦାର୍ଥ ବିଜ୍ଞାନ (Physics) | ୦୧ | ୪୮୮ |
| ୯ | ରାଜନୀତି ବିଜ୍ଞାନ (Political Science) | ୦୧ | ୪୮୮ |
| ୧୦ | ପ୍ରାଣୀ ବିଜ୍ଞାନ (Zoology) | ୦୨ | ୪୮୮ |
| ମୋଟ (TOTAL) | ୧୫ |
Karanjia Auto College Guest Faculty Eligibility Criteria (ଯୋଗ୍ୟତା ମାପଦଣ୍ଡ)
(a) Must be a retired teacher from any Government University / Degree College (Government, or 488 & 662 category Aided College, or Sanskrit College). (କ) ଯେକୌଣସି ସରକାରୀ ବିଶ୍ବବିଦ୍ୟାଳୟ / ଡିଗ୍ରୀ ମହାବିଦ୍ୟାଳୟ (ସରକାରୀ, କିମ୍ବା ୪୮୮ ଓ ୬୬୨ ଶ୍ରେଣୀର ସାହାଯ୍ୟପ୍ରାପ୍ତ ମହାବିଦ୍ୟାଳୟ, କିମ୍ବା ସଂସ୍କୃତ ମହାବିଦ୍ୟାଳୟ)ର ଅବସରପ୍ରାପ୍ତ ଶିକ୍ଷକ ହୋଇଥିବେ ।
(b) Age must be within 69 years as of the date of publication of this advertisement. (ଖ) ଏହି ବିଜ୍ଞାପନ ପ୍ରକାଶ ତାରିଖ ସୁଦ୍ଧା ବୟସ ୬୯ ବର୍ଷ ମଧ୍ୟରେ ହୋଇଥିବ ।
(c) Must possess good health, fine physical fitness, and be willing to discharge regular duties. (ଗ) ସୁସ୍ଥ ସ୍ବାସ୍ଥ୍ୟ, ଉତ୍ତମ ଶାରୀରିକ ସାମର୍ଥ୍ୟ ଏବଂ ନିୟମିତ କର୍ତ୍ତବ୍ୟ ସମ୍ପାଦନ ପାଇଁ ଇଛୁକ ହୋଇଥିବେ ।
(d) Must have a good service record – no departmental proceedings / recoveries / audit paras pending, no criminal cases pending or proposed, and no litigation active in any court of law. (ଘ) ଚାକିରି ରେକର୍ଡ ଉତ୍ତମ ହୋଇଥିବ – କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ / ଆଦାୟ / ଅଡିଟ୍ ପାରା ଲମ୍ବିତ ନଥିବ, ଫୌଜଦାରୀ ମାମଲା ବିଚାରାଧୀନ ବା ପ୍ରସ୍ତାବିତ ନଥିବ ଏବଂ କୌଣସି ନ୍ୟାୟାଳୟରେ ମକଦ୍ଦମାରତ ନଥିବେ ।
Salary Details (ଦରମାବିବରଣୀ)
(କ) ସମ୍ପୂର୍ଣ ଚୁକ୍ତିଭିତ୍ତିକ ଭାବେ ଏକ ଶିକ୍ଷାବର୍ଷ ପାଇଁ ଅଥବା ନିୟମିତ ନିଯୁକ୍ତି ମାଧ୍ୟମରେ ଶୂନ୍ୟପଦ ପୂରଣ ହେବା ପର୍ଯ୍ୟନ୍ତ; ସନ୍ତୋଷଜନକ କାର୍ଯ୍ୟଦକ୍ଷତା ସାପେକ୍ଷରେ ନବୀକରଣ ଯୋଗ୍ୟ । ଉଚ୍ଚ ଶିକ୍ଷା ବିଭାଗର ସରକାରଙ୍କ ସହ କୌଣସି ନିଯୁକ୍ତିଦାତା-କର୍ମଚାରୀ ସମ୍ପର୍କ ରହିବ ନାହିଁ । (ଖ) ମାର୍ଗଦର୍ଶିକାରେ ନିର୍ଦ୍ଧାରିତ ଶ୍ରେଣୀ ଅନୁଯାୟୀ ମାସିକ ୨୫,୦୦୦/- ଟଙ୍କାରୁ ୫୦,୦୦୦/- ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ, ମାସିକ ସର୍ବନିମ୍ନ ୫୦ଟି ଶ୍ରେଣୀ ପାଇଁ । ଉପସ୍ଥାନ ବାୟୋମେଟ୍ରିକ୍ ହେବ ଏବଂ HIMS ଗେଟୱେ ମାଧ୍ୟମରେ DBT ପ୍ରଣାଳୀରେ ପୈଠ କରାଯିବ ।
Job location (କାର୍ଯ୍ୟସ୍ଥାନ)
କରଞ୍ଜିଆ ସ୍ବୟଂଶାସିତ ମହାବିଦ୍ୟାଳୟ, କରଞ୍ଜିଆ, ଜିଲ୍ଲା: ମୟୂରଭଞ୍ଜ, ଓଡ଼ିଶା ।
ଚୟନପ୍ରକ୍ରିୟା (Selection Process)
ଦଲିଲପତ୍ର ଯାଞ୍ଚ ପରେ ପରିଚାଳନା ପରିଷଦର ସଭାପତିଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ସମ୍ମୁଖରେ ଆଲୋଚନା ହେବ । ଚୟନ ତାରିଖରେ ପ୍ରାର୍ଥୀଙ୍କ ଶାରୀରିକ ଉପସ୍ଥିତି ବାଧ୍ୟତାମୂଳକ । ଉତ୍ତମ ଶିକ୍ଷାଗତ ଜୀବନବୃତ୍ତି ଓ ଉଚ୍ଚତର ଯୋଗ୍ୟତା ପାଇଁ ଅଧିକ ଗୁରୁତ୍ବ ଦିଆଯିବ । ନିଯୁକ୍ତି ଆଦେଶ କେବଳ HIMS ପୋର୍ଟାଲ ମାଧ୍ୟମରେ ପ୍ରସ୍ତୁତ ହେବ ।
ଆବେଦନକରିବାର ପ୍ରଣାଳୀ (How to Apply)
Applications are invited ONLINE ONLY through the HIMS Portal. ଅନ୍ଲାଇନ୍ ଆବେଦନ ଲିଙ୍କ୍: https://hims.odisha.gov.in/guest_faculty/home
ହାତରେ, ଡାକଯୋଗେ ବା ଇ-ମେଲ୍ ଯୋଗେ ଦାଖଲ ଆବେଦନ ଗ୍ରହଣ କରାଯିବ ନାହିଁ ।
ଗୁରୁତ୍ୱପୂର୍ଣ୍ଣତାରିଖ (Important Dates) for Karanjia Auto College Recruitment 2026
- ଅନ୍ଲାଇନ୍ ଆବେଦନ ଆରମ୍ଭ ତାରିଖ (Commencement of online application): 27.08.2026
- ଅନ୍ଲାଇନ୍ ଆବେଦନର ଶେଷ ତାରିଖ (Last date of online application): 05.09.2026
- ଦଲିଲ ଯାଞ୍ଚ ଓ ଆଲୋଚନା ତାରିଖ (Document verification & interaction): 07.09.2026 and 08.09.2026
ଆବଶ୍ୟକୀୟଦଲିଲପତ୍ର (Required Documents)
ଦଲିଲପତ୍ର ଯାଞ୍ଚ ଓ ଆଲୋଚନା ସମୟରେ ସମସ୍ତ ଶିକ୍ଷାଗତ ଯୋଗ୍ୟତା, ଅବସରପ୍ରାପ୍ତ ସମ୍ବନ୍ଧୀୟ ପ୍ରମାଣପତ୍ର, ଏବଂ ଚାକିରି ରେକର୍ଡ ସମ୍ବନ୍ଧୀୟ ଆବଶ୍ୟକୀୟ ଦଲିଲପତ୍ର (Document Verification) ବାଧ୍ୟତାମୂଳକ ।
ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ (Important instructions)
- ହାତରେ, ଡାକଯୋଗେ ବା ଇ-ମେଲ୍ ଯୋଗେ ଦାଖଲ ଆବେଦନ ଗ୍ରହଣ କରାଯିବ ନାହିଁ ।
- ଅସମ୍ପୂର୍ଣ୍ଣ ଆବେଦନ ଓ ଶେଷ ତାରିଖ ପରେ ପ୍ରାପ୍ତ ଆବେଦନ ନାକଚ କରାଯିବ ।
- କୌଣସି ଟିଏ/ଡିଏ (TA/DA) ଦିଆଯିବ ନାହିଁ ।
- ସୁପାରିଶ ବା ପ୍ରଭାବ ପ୍ରୟୋଗ କଲେ ପ୍ରାର୍ଥୀତ୍ବ ବାତିଲ ହେବ ।
- ମହାବିଦ୍ୟାଳୟ କୌଣସି କାରଣ ନଦର୍ଶାଇ ଏହି ବିଜ୍ଞାପନ ସଂଶୋଧନ ବା ବାତିଲ କରିବାର ଅଧିକାର ରଖେ ।
- ବିସ୍ତୃତ ଯୋଗ୍ୟତା, ପାରିଶ୍ରମିକ ହାର, ଚୟନ ପ୍ରକ୍ରିୟା ଓ ଅନ୍ୟାନ୍ୟ ସର୍ଭାବଳୀ ପାଇଁ ପ୍ରାର୍ଥୀମାନେ HIMS ପୋର୍ଟାଲ ଓ ମହାବିଦ୍ୟାଳୟ ସୂଚନା ପଟ୍ଟରେ ଉପଲବ୍ଧ ଉଚ୍ଚ ଶିକ୍ଷା ବିଭାଗର ମାର୍ଗଦର୍ଶିକା ଦେଖନ୍ତୁ ।
ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ (Important Links)
- Online Application Link: https://hims.odisha.gov.in/guest_faculty/home
- Download Notification
