Balugaon College Guest Faculty Recruitment 2026 (ଅତିଥି ଅଧ୍ୟାପକ ନିଯୁକ୍ତି): Apply Online on HIMS Portal
Balugaon College Guest Faculty Recruitment 2026 (ଅତିଥି ଅଧ୍ୟାପକ ନିଯୁକ୍ତି): ବାଲୁଗାଁ ସ୍ନାତକ ମହାବିଦ୍ୟାଳୟ, ବାଲୁଗାଁ, ଜିଲ୍ଲା-ଖୋର୍ଦ୍ଧା ନିମ୍ନଲିଖିତ ବିଷୟଗୁଡ଼ିକରେ ଶିକ୍ଷା-ବର୍ଷ ୨୦୨୬-୨୭ ପାଇଁ ଅତିଥି ଅଧ୍ୟାପକ (Guest Faculties) ଭାବେ ଅସ୍ଥାୟୀ ନିଯୁକ୍ତି ନିମନ୍ତେ ଅବସରପ୍ରାପ୍ତ ଅଧ୍ୟାପକ/ଅଧ୍ୟାପିକାମାନଙ୍କ ଠାରୁ Online ଫୋର୍ମ ଆବେଦନ ଆହ୍ୱାନ କରାଯାଉଛି। ଯୋଗ୍ୟ ପ୍ରାର୍ଥୀମାନେ ନିମ୍ନଲିଖିତ ବିଷୟରେ HIMS ପୋର୍ଟାଲ https://hims.odisha.gov.in ମାଧ୍ୟମରେ ତା ୨୪.୦୮.୨୦୨୬ରିଖ ଠାରୁ ତା ୩୦.୦୯.୨୦୨୬ରିଖ ମଧ୍ୟରେ ଆବେଦନ କରିପାରିବେ।
ସାକ୍ଷାତକାର ତାରିଖ ପରବର୍ତ୍ତୀ ସମୟରେ E-mail ମାଧ୍ୟମରେ ଜଣାଇ ଦିଆଯିବ।
Balugaon College Guest Faculty Recruitment 2026 (ଅତିଥି ଅଧ୍ୟାପକ ନିଯୁକ୍ତି) Vacancy Details
| ବିଷୟ (Subject) | ପଦବୀ ସଂଖ୍ୟା (No. of Posts) |
| ଅର୍ଥଶାସ୍ତ୍ର, ଶିକ୍ଷା, ଓଡ଼ିଆ, ରାଜନୀତି ବିଜ୍ଞାନ, ମନସ୍ତତ୍ତ୍ବ ବିଜ୍ଞାନ | ପ୍ରତ୍ୟେକ ବିଷୟରେ ଗୋଟିଏ (୦୧) ଲେଖାଏଁ ପଦବୀ |
| ଇତିହାସ | ଦୁଇଟି (୦୨) ପଦବୀ |
Eligibility Criteria
- Qualification / Experience: ଅବସରପ୍ରାପ୍ତ ଅଧ୍ୟାପକ/ଅଧ୍ୟାପିକାମାନଙ୍କ ଠାରୁ ଆବେଦନ ଆହ୍ୱାନ କରାଯାଉଛି। (Retired Faculties)
- Academic Year: ୨୦୨୬-୨୭
Job Location
ବାଲୁଗାଁ ସ୍ନାତକ ମହାବିଦ୍ୟାଳୟ, ବାଲୁଗାଁ, ଜିଲ୍ଲା-ଖୋର୍ଦ୍ଧା (Balugaon College, Balugaon, Dist-Khordha)
Selection Process for Balugaon College Guest Faculty Recruitment 2026 (ଅତିଥି ଅଧ୍ୟାପକ ନିଯୁକ୍ତି)
- Interview: ସାକ୍ଷାତକାର ତାରିଖ ପରବର୍ତ୍ତୀ ସମୟରେ E-mail ମାଧ୍ୟମରେ ଜଣାଇ ଦିଆଯିବ।
How to Apply
- ଯୋଗ୍ୟ ପ୍ରାର୍ଥୀମାନେ HIMS ପୋର୍ଟାଲ ମାଧ୍ୟମରେ Online ରେ ଆବେଦନ କରିପାରିବେ।
- Official Website/Portal: https://hims.odisha.gov.in
Important Dates
- Start Date to Apply Online: ୨୪.୦୮.୨୦୨୬
- Last Date to Apply Online: ୩୦.୦୯.୨୦୨୬
Important Instructions
- ନିଯୁକ୍ତି ଅସ୍ଥାୟୀ (Temporary / Guest Faculty) ଅଟେ।
- ସାକ୍ଷାତକାର (Interview) ସମ୍ବନ୍ଧୀୟ ତଥ୍ୟ ଆବେଦନକାରୀଙ୍କ E-mail ମାଧ୍ୟମରେ ପଠାଯିବ।
Important Links
- Official Portal: https://hims.odisha.gov.in
- Contact Email: balugaon_college@rediffmail.com
- Download Notification
