Gopabandhu Science College Athgarh Recruitment 2026 : Apply Online

Gopabandhu Science College Athgarh Guest Faculty Recruitment 2026: Apply Online

ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ, ଆଠଗଡ଼, କଟକ – ଅତିଥି ଅଧ୍ୟାପକ ନିଯୁକ୍ତି

Gopabandhu Science College Athgarh Guest Faculty Recruitment 2026: ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ, ଆଠଗଡ଼ ଦ୍ଵାରା ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଅସ୍ଥାୟୀ ଅତିଥି ଅଧ୍ୟାପକ ନିଯୁକ୍ତି ପାଇଁ ଆବେଦନ ଆହ୍ଵାନ କରାଯାଉଛି।

Gopabandhu Science College Athgarh Guest Faculty Vacancy Details

ବିଷୟପଦବୀ ସଂଖ୍ୟା
ଉଦ୍ଭିଦ ବିଜ୍ଞାନ୦୧
ରସାୟନ ବିଜ୍ଞାନ୦୨
ବାଣିଜ୍ୟ୦୧
ଅର୍ଥନୀତି୦୨
ଶିକ୍ଷା୦୧
ଇଂରାଜୀ୦୧
ଇତିହାସ୦୨
ଗଣିତ୦୨
ଓଡ଼ିଆ୦୨
ପଦାର୍ଥବିଜ୍ଞାନ୦୧
ରାଜନୀତି ବିଜ୍ଞାନ୦୨
ପ୍ରାଣୀବିଜ୍ଞାନ୦୧

Eligibility Criteria

  • ୟୁଜିସି ନିୟମାବଳୀ ୧୯୯୮ ଅନୁସାରେ ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀ (କେବଳ ଅବସରପ୍ରାପ୍ତ ଅଧ୍ୟାପକ)ମାନେ ଆବେଦନ କରିପାରିବେ।

Job location

  • ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ, ଆଠଗଡ଼, କଟକ।

How to Apply for Gopabandhu Science College Athgarh Guest Faculty Recruitment

  • ଆବେଦନ ପ୍ରକ୍ରିୟା – HIMS ପୋର୍ଟାଲ୍ : https://hims.odisha.gov.in ମାଧ୍ୟମରେ ଆବେଦନ କରିବାକୁ ହେବ।
  • ଅନ୍ୟ କୌଣସି ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ ନାହିଁ।

Important Dates

  • ବିଜ୍ଞପ୍ତି ତାରିଖ: ୨୧.୮.୨୦୨୬

Important instructions

  • ବିଷୟ ଅନୁଯାୟୀ ପଦବୀ ସଂଖ୍ୟା ତଥା ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ମହାବିଦ୍ୟାଳୟ ୱେବସାଇଟ୍ (www.gscathgarh.in)ରେ ଉପଲବ୍ଧ ଅଛି।

Important Links

Leave a Comment

Your email address will not be published. Required fields are marked *

Scroll to Top