Mahamayee Mahila Mahavidyalaya Guest Faculty Recruitment 2026-27 | Apply Online via HIMS Portal

Mahamayee Mahila Mahavidyalaya Guest Faculty Recruitment 2026-27 | Apply Online via HIMS Portal

ଅତିଥି ଅଧ୍ୟାପକ/ଅଧ୍ୟାପିକା ନିଯୁକ୍ତି-୨୦୨୬-୨୭

Mahamayee Mahila Mahavidyalaya Guest Faculty Recruitment 2026: With the approval of the Department of Higher Education, Government of Odisha, Mahamayee Mahila Mahavidyalaya invites applications online through the HIMS portal only from eligible retired teachers/lecturers for contractual appointment as Guest Faculty (Lecturers) at Mahamayee Women’s (Degree) College, Berhampur, for the academic year 2026–27 in the following subjects, as per the issued guidelines for the appointment of retired guest faculty. (ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଅନୁମୋଦନକ୍ରମେ ମହାମାୟୀ ମହିଳା (ଡିଗ୍ରୀ) ମହାବିଦ୍ୟାଳୟ, ବ୍ରହ୍ମପୁରରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନିମ୍ନଲିଖିତ ବିଷୟଗୁଡ଼ିକରେ ଅବସରପ୍ରାପ୍ତ ଅତିଥି ଅଧ୍ୟାପକ ନିଯୁକ୍ତି ପାଇଁ ଜାରି ହୋଇଥିବା ମାର୍ଗଦର୍ଶିକା ଅନୁଯାୟୀ, ଚୁକ୍ତିଭିତ୍ତିକ ଭାବେ ଅତିଥି ଅଧ୍ୟାପକ/ଅଧ୍ୟାପିକା (Guest Faculty) ନିଯୁକ୍ତି ନିମନ୍ତେ ୟୋଗ୍ୟ ଅବସରପ୍ରାପ୍ତ ଅଧ୍ୟାପକ ଶିକ୍ଷକମାନଙ୍କଠାରୁ କେବଳ HIMS ପୋର୍ଟାଲ ମାଧ୍ୟମରେ ଅନଲାଇନରେ ଆବେଦନ ଆହ୍ବାନ କରାଯାଉଛି ।)

Vacancy Details (ଶୂନ୍ୟପଦବିବରଣୀ)

କ୍ରମିକବିଷୟପଦ ସଂଖ୍ୟାକ୍ରମିକବିଷୟପଦ ସଂଖ୍ୟା
ଉଦ୍ଭିଦ ବିଜ୍ଞାନ (Botany)eଇଂରାଜୀ (English)e
ରସାୟନ ବିଜ୍ଞାନ (Chemistry)eଗୃହ ବିଜ୍ଞାନ (Home Science)
ବାଣିଜ୍ୟ (Commerce)ଗଣିତ (Mathematics)e
ଅର୍ଥନୀତି (Economics)eପ୍ରାଣୀ ବିଜ୍ଞାନ (Zoology)e
ଇତିହାସ (History)e

Eligibility Criteria (ଯୋଗ୍ୟତା ମାପଦଣ୍ଡ)

  • ୟୋଗ୍ୟ ଅବସରପ୍ରାପ୍ତ ଅଧ୍ୟାପକ ଶିକ୍ଷକମାନେ ଆବେଦନ କରିପାରିବେ ।
  • ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଅନୁମୋଦନକ୍ରମେ ଅବସରପ୍ରାପ୍ତ ଅତିଥି ଅଧ୍ୟାପକ ନିଯୁକ୍ତି ପାଇଁ ଜାରି ହୋଇଥିବା ମାର୍ଗଦର୍ଶିକା ଅନୁଯାୟୀ ।

Job Location (କାର୍ଯ୍ୟ ସ୍ଥାନ)

  • MAHAMAYEE MAHILA MAHAVIDYALAYA, GANDHI NAGAR, BERHAMPUR (Gm), Odisha

ଆବେଦନ କରିବାର ପ୍ରଣାଳୀ (How to Apply)

  • HIMS ପୋର୍ଟାଲ https://hims.odisha.gov.in ମାଧ୍ୟମରେ ଆବେଦନ କରିବାକୁ ହେବ ।
  • କେବଳ HIMS ପୋର୍ଟାଲ ମାଧ୍ୟମରେ ଅନଲାଇନରେ ଆବେଦନ ଆହ୍ବାନ କରାଯାଉଛି ।

ଗୁରୁତ୍ୱପୂର୍ଣ୍ଣ ତାରିଖ (Important Dates)

ଅନଲାଇନ ଆବେଦନ ଆରମ୍ଭ ତାରିଖଆବେଦନର ଶେଷ ତାରିଖଆଲୋଚନା ତାରିଖ
୦୩.୦୯.୨୦୨୬୧୨.୦୯.୨୦୨୬୧୩.୦୯.୨୦୨୬

ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ (Important Instructions)

  • ହାତରେ, ଡାକଯୋଗେ ବା ଇ-ମେଲ୍ ଯୋଗେ ଦାଖଲ ଆବେଦନ ଗ୍ରହଣ କରାଯିବ ନାହିଁ ।
  • ଅସମ୍ପୂର୍ଣ୍ଣ ଆବେଦନ ଓ ଶେଷ ତାରିଖ ପରେ ପ୍ରାପ୍ତ ଆବେଦନ ନାକଚ କରାଯିବ ।
  • କୌଣସି ଟିଏ/ଡିଏ ଦିଆଯିବ ନାହିଁ ।
  • ସୁପାରିଶ ବା ପ୍ରଭାବ ପ୍ରୟୋଗ କଲେ ପ୍ରାର୍ଥୀ ବାତିଲ ହେବ ।
  • ମହାବିଦ୍ୟାଳୟ କୌଣସି କାରଣ ନଦର୍ଶାଇ ଏହି ବିଜ୍ଞାପନ ସଂଶୋଧନ ବା ବାତିଲ କରିବାର ଅଧିକାର ରଖେ ।
  • ଆବେଦନର ସମ୍ପୂର୍ଣ୍ଣ ବିବରଣୀ କଲେଜ ୱେବସାଇଟ୍ (www.mmmv.in) ରେ ଉପଲବ୍ଧ ଅଛି ।

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ (Important Links)

Leave a Comment

Your email address will not be published. Required fields are marked *

Scroll to Top