OAV Gobindapur Puri Asst Cook Recruitment 2026: Apply Offline

OAV Gobindapur Puri Asst Cook Recruitment 2026

ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଗୋବିନ୍ଦପୁର, ପିପିଲି, ପୁରୀ – ସହକାରୀ ରୋଷେୟା ନିଯୁକ୍ତି ବିଜ୍ଞପ୍ତି

OAV Gobindapur Puri Asst Cook Recruitment 2026: OAV Gobindapur invites applications from eligible female candidates for the recruitment of 01 Assistant Cook for the 100-seated Girls’ Hostel of Odisha Adarsha Vidyalaya, Govindpur, located in Pipili Block under Puri District.

ପୁରୀ ଜିଲ୍ଲା ପିପିଲି ବ୍ଲକ୍ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଗୋବିନ୍ଦପୁରର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ପାଇଁ ୦୧ ଜଣ ସହକାରୀ ରୋଷେୟା ପଦବୀ ନିମନ୍ତେ ଯୋଗ୍ୟ ପ୍ରାର୍ଥିନୀମାନଙ୍କ ଠାରୁ ଆବେଦନ ପ‌ତ୍ର ଆହ୍ଵାନ କରାଯାଉଛି।

Vacancy Details (ଶୂନ୍ୟପଦ ବିବରଣୀ)

  • ମୋଟ ଶୂନ୍ୟପଦ: ୦୧
  • ପଦବୀ ନାମ: ସହକାରୀ ରୋଷେୟା

Eligibility Criteria (ଯୋଗ୍ୟତା ମାପଦଣ୍ଡ)

  • ଲିଙ୍ଗ: ପ୍ରାର୍ଥିନୀ କେବଳ ମହିଳା ହୋଇଥିବା ଆବଶ୍ୟକ ଏବଂ ତାଙ୍କୁ ଛାତ୍ରୀନିବାସ ପରିସରରେ ରହିବାକୁ ପଡ଼ିବ।
  • ବୟସ: ବିଜ୍ଞାପନ ତାରିଖ ସୁଦ୍ଧା ୨୧ ରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।
  • ଅନ୍ୟାନ୍ୟ ଯୋଗ୍ୟତା:
    • ରୋଷେଇ କାର୍ଯ୍ୟରେ ତାଲିମପ୍ରାପ୍ତ ପ୍ରାର୍ଥିନୀଙ୍କୁ ଅଗ୍ରାଧିକାର ଦିଆଯିବ।
    • LPG ଗ୍ୟାସ ଚୁଲା ଚଳାଇବାରେ ଜ୍ଞାନ ଥିବା ଆବଶ୍ୟକ।

Salary Details (ଦରମାବିବରଣୀ)

  • ପାରିଶ୍ରମିକ: ମାସିକ ୬,୭୫0 /- ଟଙ୍କା (କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ EPF ଅଂଶଧନ ଅନ୍ତର୍ଭୁକ୍ତ)।

Job location (କାର୍ଯ୍ୟସ୍ଥାନ)

  • କାର୍ଯ୍ୟସ୍ଥାନ: ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଗୋବିନ୍ଦପୁର, ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ, ବ୍ଲକ-ପିପିଲି, ଜିଲ୍ଲା-ପୁରୀ, ପିନ୍-୭୫୨୧୦୪।

ଚୟନପ୍ରକ୍ରିୟା (Selection Process)

  • ଚୟନ କମିଟି ଦ୍ବାରା ରୋଷେଇ ପରୀକ୍ଷା କରାଯାଇ ଖାଦ୍ୟର ସ୍ବାଦ, ସମୟ ଏବଂ ପରିମଳ ସ୍ଥିତିକୁ ଦେଖ୍ ଚୟନ କରାଯିବ।

ଆବେଦନକରିବାର ପ୍ରଣାଳୀ (How to Apply)

  • ଆବେଦନ ଫର୍ମ ଏବଂ ଅନ୍ୟାନ୍ୟ ବିବରଣୀ ଜିଲ୍ଲା ୱେବସାଇଟ୍ puri.odisha.gov.in ରୁ ଡାଉନଲୋଡ୍ କରାଯାଇପାରିବ କିମ୍ବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଗୋବିନ୍ଦପୁରର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରୁ ପ୍ରାପ୍ତ କରାଯାଇପାରିବ।
  • ଆଗ୍ରହୀ ପ୍ରାର୍ଥିନୀମାନେ ନିଜର ଆବେଦନ ପତ୍ର “ଅଧ୍ଯକ୍ଷ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଗୋବିନ୍ଦପୁର, ବ୍ଲକ-ପିପିଲି, ଜିଲ୍ଲା-ପୁରୀ, ପିନ୍-୭୫୨୧୦୪” ଙ୍କ ଉଦ୍ଦେଶ୍ୟରେ ତାରିଖ ୦୩.୦୯.୨୦୨୬ (କାର୍ଯ୍ୟାଳୟ ସମୟ) ମଧ୍ୟରେ ପହଞ୍ଚିବା ଭଳି ପଠାଇପାରିବେ।
  • ଆବେଦନ ପତ୍ର ଗୁଡ଼ିକ ରେଜିଷ୍ଟ୍ରି ଡାକ/ସିଡ୍ ପୋଷ୍ଟ କିମ୍ବା ସିଧାସଳଖ ହାତେ ହାତେ ଦାଖଲ କରାଯାଇପାରିବ।

ଗୁରୁତ୍ୱପୂର୍ଣ୍ଣତାରିଖ (Important Dates)

  • ଆବେଦନର ଶେଷ ତାରିଖ: ୦୩.୦୯.୨୦୨୬ (କାର୍ଯ୍ୟାଳୟ ସମୟ)

ଆବଶ୍ୟକୀୟଦଲିଲପତ୍ର (Required Documents)

Photocopy of documents to be enclosed (Self-Attested):

  • a) HSC Certificate
  • b) HSC Mark Sheet
  • c) +2 Certificate
  • d) +2 Mark Sheet
  • e) BA/BSc Certificate
  • f) BA/BSc Mark Sheet
  • g) Caste Certificate
  • h) Aadhar Card
  • i) Residence Certificate
  • j) Certificate of Experience in Hostel Management
  • k) 2 nos. of Passport size photographs

ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ (Important instructions)

  • ଅସମ୍ପୂର୍ଣ ଆବେଦନ ଏବଂ ନିର୍ଦ୍ଧାରିତ ସମୟ ସୀମା ପରେ ମିଳିଥିବା ଆବେଦନ ପତ୍ରକୁ ପ୍ରତ୍ୟାଖ୍ୟାନ କରାଯିବ।
  • ଡାକ ବିଳମ୍ୱ ପାଇଁ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ।
  • କୌଣସି କାରଣ ନଦର୍ଶାଇ କର୍ତ୍ତୃପକ୍ଷ ଯେକୌଣସି କିମ୍ବା ସମସ୍ତ ଆବେଦନକୁ ବାତିଲ କରିବାର ଅଧିକାର ସଂରକ୍ଷିତ ରଖନ୍ତି।
  • ରୋଷେୟା ନିଜର ପୋଷାକ ଓ ରୋଷେଇ କାର୍ଯ୍ୟରେ ସମ୍ପୂର୍ଣ ସ୍ବଚ୍ଛତା ବଜାୟ ରଖିବେ।

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ (Important Links)

Leave a Comment

Your email address will not be published. Required fields are marked *

Scroll to Top